ନିକ୍କି ହତ୍ୟା ମାମଲା : ସାହିଲର ବାପା ପୂର୍ବରୁ ହତ୍ୟା ମାମଲାରେ ଯାଇଛନ୍ତି ଜେଲ
ନିକ୍କି ହତ୍ୟା ମାମଲାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସାହିଲର ବାପା ୨୫ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ଜଣାପଡ଼ିଛି। ସାହିଲର ବାପା ବିରେନ୍ଦ୍ରଙ୍କ ବିରୋଧରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ସେ ୧୯୯୭ ମସିହାରେ ଏହି ଘଟଣାଇ ଥିଲେ।!-->…