ଭାରତରୁ ଶ୍ରୀଲଙ୍କା ନେବ ୨୦ଲକ୍ଷ ଅଣ୍ଡା
ଚଳିତ ସପ୍ତାହରେ ଭାରତରୁ ୨୦ ଲକ୍ଷ ଅଣ୍ଡା କିଣିବ ଶ୍ରୀଲଙ୍କା। ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା ଥିବା ସତ୍ତ୍ବେ ଭାରତଠାରୁ ଅଣ୍ଡା କିଣିବା ଲାଗି ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଅଣ୍ଡାକୁ କେବଳ ବେକରି ଶିଳ୍ପକୁ ଦିଆଯିବ। ଲୋକମାନଙ୍କ ବ୍ୟବହାର ପାଇଁ ସେହି ଅଣ୍ଡା ଉପଲବ୍ଧ!-->…
