Odia News Portal
Browsing Tag

latest odia news

ଖାଇବା ପରେ କିମ୍ବା ଆଗରୁ ଚାଲିବା ଭଲ କି?

ଆପଣ ସବୁବେଳେ ଶୁଣିଥିବେ ଯେ ଚାଲିବା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ହୃଦୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରାୟତଃ ଲୋକମାନେ ଖାଦ୍ୟ ଖାଇବା ପରେ ଚାଲନ୍ତି, ବିଶେଷ କରି ରାତ୍ରୀ ଭୋଜନ ପରେ | ବର୍ତ୍ତମାନ ଯଦି ମୁଁ ଆପଣଙ୍କୁ କହିବି ଯେ ଏହା କରି ଆପଣ ଏକ ବଡ ଭୁଲ୍ କରୁଛନ୍ତି! ତୁମେ ଦ୍ୱନ୍ଦ୍ୱରେ

ରକ୍ଷା କର୍ତ୍ତାଙ୍କ ହାତର ଜାଦୁ; ଏକା ସମୟରେ ସଫଳ କଲେ ହାର୍ଟ ସର୍ଜରୀ ଓ ଡେଲିଭରି

ଉତ୍ତରପ୍ରଦେଶର ଲଖନଉରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) ର ଡାକ୍ତରମାନେ ସଫଳତାର ସହ ଜଣେ ରୋଗୀଙ୍କର ହାର୍ଟ ସର୍ଜରୀ ଏବଂ ସିଜରିଆନ୍ ଡେଲିଭରି କରିଛନ୍ତି। କେଜିଏମୟୁ ମୁଖପାତ୍ର ଡ଼.ସୁଧୀର ସିଂ କହିଛନ୍ତି, “ଉତ୍ତରପ୍ରଦେଶରେ ଏହା ପ୍ରଥମ ଥର ଗର୍ଭବତୀ ମହିଳାଙ୍କର ଏପରି

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ। ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ପିଟିଆଇ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା

ଗାଭାସ୍କର୍‌ ଟ୍ରଫି; ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଅଗ୍ରଣୀ

ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ୪ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଅଗ୍ରଣୀ ରହିଛି। ଆଜିର ଏହି ମ୍ୟାଚ୍‌ରେ ଭାରତକୁ ବିଜୟମଣ୍ଡିତ

ଅଧାଖଣ୍ଡିଆ ହୋଇ ପଡ଼ିଛି କଂକ୍ରିଟ ରାସ୍ତା,ଶ୍ରମିକ ଙ୍କୁ ମିଳିନି ପାରିଶ୍ରମିକ

ଜିଲ୍ଲାପରିଷଦ ପାଣ୍ଠି ରେ ଜିଲ୍ଲାପରିଷଦ ସଭ୍ୟ ଠିକାଦାର ତଥାପି ୧ବର୍ଷ ରୁ ଉର୍ଦ୍ଧ ଦିନ ହେବ ଅଧଖଣ୍ଡିଆ ହୋଇ ପଡ଼ିଛି ନିର୍ମାଣାଧୀନ କଂକ୍ରିଟ ରାସ୍ତା। ଯାହା ଫଳରେ ଲୋକେ ନାଇ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖାଯାଉଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ ହେଇଥିବା ଅଭିଯୋଗ ହୋଇଛି

ମୋ ସହ କାମ କରିବା ଏତେ ସହଜ ନୁହେଁ; ସଂଜୟ ଲୀଲା ଭଂସାଲୀ

ସଞ୍ଜୟ ଲୀଲା ଭଂସାଲୀ ବଡ଼ ସେଟ୍, ମହଙ୍ଗା ଏବଂ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ପାଇଁ ବଲିଉଡରେ ଜଣାଶୁଣା। ବଡ଼ ପରଦାରେ ସଫଳତା ହାସଲ କରିବା ପରେ ସଞ୍ଜୟ ଲୀଲା ଭଂସାଲୀ ‘ହୀରାମଣ୍ଡି’ ସହିତ ଡିଜିଟାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ‘ହୀରାମଣ୍ଡି’ର ପ୍ରଥମ ଲୁକ୍ ଫେବ୍ରୁଆରି ୧୮ରେ

ଏମିତି ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ: ପିଣ୍ଟୁ ନନ୍ଦ

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଚଟୁଙ୍କ ଅପରେସନ ପାଇଁ ଅର୍ଥର ଆବଶ୍ଯକତା ଥିବାରୁ ପ୍ରାୟ ସାଥୀ କଳାକାର ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । କିନ୍ତୁ ଭିକ୍ଷା କିମ୍ୱା ଅନ୍ଯ ଉପାୟରେ ସହାୟତା ମାଗିବା

ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ୱୀକୃତି ଦେବା, ତାହା ‘ବିଚାର’ ନୁହେଁ ‘ବ୍ୟବସାୟ’-ସଞ୍ଜୟ ରାଉତ

‘ଶିବସେନା’ ପାର୍ଟିର ନାମ ଓ ତା’ର ସଙ୍କେତ ‘ଧନୁଶର’ କିଣିବା ଲାଗି ୨୦୦୦ କୋଟି ଟଙ୍କାର ଚୁକ୍ତି ବା ରାଜିନାମା ହୋଇଥିବା କଥା ଆଜି ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ରାଉତ ଦାବି କରିଛନ୍ତି, ୨୦୦୦

ପାଇକମାଳରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ପାଇକମାଳରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ପାଇକମାଳରେ ସିଏଚସି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ପାଇକମାଳ ଆସି ମୁଁ ବହୁତ ଖୁସି । ମିଶନ ଶକ୍ତି ମା ମାନେ ବହୁତ ଭଲ କାମ କରୁଛନ୍ତି । ସେଥିପାଇଁ ମା ମାନଙ୍କୁ ୧ କୋଟି ୨୩ ଲକ୍ଷର ସହାୟତା ରାଶି ପ୍ରଦାନ

ବାପାଙ୍କୁ ଯକୃତର କିଛି ଅଂଶ ଦାନ କରି ଝିଅ ବନିଲେ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ

ବାପାଙ୍କୁ ଯକୃତ୍‌ର (ଲିଭର୍‌) କିଛି ଅଂଶ ଦେଇ କେରଳର ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଦେଶର ସର୍ବକନିଷ୍ଠା ଅଙ୍ଗଦାତ୍ରୀ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ନାବାଳକମାନଙ୍କୁ ଅଙ୍ଗଦାନ କରିବାକୁ ଦେଶର ଆଇନ ଅନୁମତି ଦେଉ ନ ଥିବାରୁ ଦେବନନ୍ଦା ନାମ୍ନୀ ସେ ଦ୍ବାଦଶ ଶ୍ରେଣୀର ଛାତ୍ରୀ କେରଳ