Odia News Portal
Browsing Tag

lifestyle

ଜାଣନ୍ତୁ ନଡ଼ିଆ ତେଲର କଣ ରହିଛି ଉପକାରିତା

ଭୁବନେଶ୍ୱର: ନଡ଼ିଆ ହେବା ପୂର୍ବରୁ ଆମେ ପ୍ରଥମେ ଏହାକୁ ପଇଡ଼ ଭାବେ ପିଇଥାଉ । ଆଉ ବହଳା ହୋଇ ନଡ଼ିଆ ହେବାପରେ ମଧ୍ୟ ଏହାକୁ ଅନେକ ଖାଦ୍ୟ ପଦାର୍ଥରେ ବ୍ୟବହାର କରିଥାଉ । ତେବେ ନଡ଼ିଆର ତେଲ ମଧ୍ୟ ଅନେକ ଉପକାରୀ । ନଡ଼ିଆ ତେଲରେ ବହୁ ଚମତ୍କାରିତା ଗୁଣ ନିହତ ହୋଇ ରହିଛି। ଏହା ଚର୍ମ ସମ୍ବନ୍ଧୀୟ ବହୁ…

ଆପଣ ଅଧିକ ସମୟ ଫୋନ ଦେଖୁଛନ୍ତି କି, ଧ୍ୟାନ ଦିଅନ୍ତୁ ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କରୋନା କାଳ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାରର ଚାହିଦା ଅଧିକ ବଢିଯାଇଛି । ପିଲାଙ୍କ ପାଠ ପଢାଠୁ ନେଇ ୱାକ ଫର୍ମ ହୋମ ପର୍ୟ୍ୟନ୍ତ ସବୁକିଛି ଫୋନରେ ଚାଲିଛି । ଇଣ୍ଡିଆନ ଏକ୍ସପ୍ରେସ ମୁତାବକ, ଇଣ୍ଡିଆନ ଟେକ୍ନୋଲଜି ରିସର୍ଚ୍ଚ ଫର୍ମ ସିଏମଏସ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରେ…

ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର: ସମସ୍ତେ ସୁନ୍ଦର ରହିବା ଲାଗି ଚାହାଁନ୍ତି । ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଉପାୟ । ୧ – ଏକ ଚାମଚ ମହୁରେ ଏକ ଚାମଚ ବେସନ, ଅଳ୍ପ ହଳଦୀ, ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ…

ମନପସନ୍ଦର ସାଥୀଙ୍କୁ ପାଇବା ପାଇଁ ନିଜ ବେଡରୁମରେ ଲଗାନ୍ତୁ ଏହି ପ୍ରଜାପତି

ଭୁବନେଶ୍ୱର: ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ସମସ୍ତଙ୍କ ପ୍ରେମ ସାକାର ହୋଇନଥାଏ । ହେଲେ ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା…

ଚା’ ପିଉଥିଲେ ଧ୍ୟାନ ଦିଅନ୍ତୁ…

ଭୁବନେଶ୍ୱର: ଚା’ ଏମିତି ଏକ ପାନୀୟ ଯାହା ଆମ ଭାରତୀୟ ମାନଙ୍କର ସବୁଠାରୁ ଅଧିକ ପସନ୍ଦ । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଦିନେ ଚା’ ନପିଇ ରହିପାରିବେ ନାହିଁ । ଅଧିକାଶଂ ଲୋକଙ୍କ ସକାଳ ଚା’ରୁ ହିଁ ଆରମ୍ଭ ହେଇଥାଏ । ପୂର୍ବରୁ ଏକ ରିସର୍ଚରୁ ଜଣା ପଡିଥିଲା ଯେ ଚା’ ପିଉଥିବା ଲୋକଙ୍କ…

ଜାଣନ୍ତୁ ଦାଢ଼ି ରଖିଥିବା ପୁରୁଷ କାହିଁକି ଝିଅଙ୍କ ପସନ୍ଦ

ଭୁବନେଶ୍ୱର: ସାଧାରଣତଃ ମହିଳାମାନଙ୍କର ହ୍ୟାଣ୍ଡସମ୍ ପୁରୁଷମାନେ ହିଁ ପସନ୍ଦ ହୋଇଥାଆନ୍ତି । ହେଲେ ହ୍ୟାଣ୍ଡସମ୍ ପୁରୁଷମାନଙ୍କ ଭିତରୁ ଦାଢ଼ି ରଖିଥିବା ପୁରୁଷମାନେ ହେଉଛନ୍ତି ମହିଳାଙ୍କର ପ୍ରଥମ ପସନ୍ଦ । ଯଦି ଆପଣଙ୍କୁ ବି ସେମିତି କିଛି ପସନ୍ଦ ତାହେଲେ ସ୍କ୍ରଲ କରନ୍ତୁ ଆଉ ଏ ରିପୋର୍ଟକୁ…

ଗୁଟଖା ଛାଡ଼ିବାର ଘରୋଇ ଉପଚାର

ଭୁବନେଶ୍ୱର: ଆଜିକାଲି ତମାଖୁ ଖାଇବାଟା ଯୁବପିଢ଼ୀଙ୍କ ଏକ ଷ୍ଟାଇଲ ହୋଇଗଲାଣି । ତେବେ ବୟସ୍କ ଲୋକେ ମଧ୍ୟ ବିଭିନ୍ନ ତମାଖୁ ସେବନ କରିଥାନ୍ତି । ତମାଖୁ ସେବନ ଦ୍ୱାରା କ୍ୟାନସରରେ ପିଡିତ ହେବା କଥା ସମସ୍ତେ ଜାଣି ମଧ୍ୟ ଖାଉଛନ୍ତି । କାରଣ ଥରେ ଅଭ୍ୟାସରେ ପଡିଯିବା ପରେ ଆଉ ଛାଡ଼ି ପାରନ୍ତି…

ଚ୍ୱଚା ପାଇଁ କମଳା ଚୋପା

ଭୁବନେଶ୍ୱର: ସାଧାରଣରେ କମଳାରେ ଭିଟାମିନ-ସି ଅଧିକ ଥିବାରୁ କମଳା ଆମ ତ୍ୱଚା ପକ୍ଷେ ବହୁକ ଲାଭଦାୟକ ହୋଇଥାଏ । କିନ୍ତୁ କମଳାର ଚୋପା ମଧ୍ୟ ଆମ ତ୍ୱଚାକୁ ଚମକାଇପାରେ । କମଳା ଚୋପା ବହୁ ସାଧାରଣ ଓ ଲୋକପ୍ରିୟ ଫେସ୍ ମାକ୍ସ ମଧ୍ୟରେ ଗୋଟିଏ । ଏହାକୁ ଗୁଣ୍ଡ କରି ବହୁତ ଦିନ ପର୍ୟ୍ୟନ୍ତ ବ୍ୟବହାର…

ଜାଣନ୍ତୁ ଛତୁର ଉପକାରିତା

ଭୁବନେଶ୍ୱର: ପରରୁଚି ଫେସନ, ଆପେ ରୁଚି ଭୋଜନ । ସମସ୍ତଙ୍କୁ ସବୁ ଖାଇବା ପସନ୍ଦ ନୁହେିଁ । ତଥାପି ଛତୁ ଉଭୟ ଭେଜ ଓ ନନଭେଜ ଖାଉଥିବା ସମସ୍ତ ଲୋକଙ୍କ ପସନ୍ଦ ହୋଇଥାଏ । ତେବେ ଏହି ଛତୁର ଅନେକ ଗୁଡିଏ ଉପକାରିତା ରହିଛି । କରୋନା ମହାମାରୀ ସମୟରେ ଛତୁର ରହିଛି ଅନେକ ଉପକାରିତା । ଯଦି ଆପଣଙ୍କ…

କୋମଳ ଓ ଗୋଲାପୀ ଓଠ ଲାଗି ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଥଣ୍ଡା ସମୟରେ ହେଉ ଅଥବା ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ବିଷୟରେ – ଅଧ ଚାମଚ କଫି ଗୁଣ୍ଡରେ ଅଳ୍ପ କିଛି ସର ମିଶାଇ…