ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା: ବିକିଲେ କିମ୍ବା ପିଇଲେ ଜରିମାନା ନିଷ୍ପତ୍ତି
ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କଣ୍ଟାସାରୁ, ରାବଣଗୁଡ଼ା, ମୁଣ୍ଡିଗୁଡ଼ା ଗ୍ରାମବାସୀ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ୩ ଖଣ୍ଡ ଗ୍ରାମର ମହିଳା କଣ୍ଟାସାରୁ ଗ୍ରାମରେ ଏକତ୍ରିତ ହୋଇ ଏ ନେଇ ବୈଠକ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ…