ପରଦାକୁ ଆସିଲା ‘ଲଭ୍ ଆଜ୍ କଲ୍’ର ନୂଆ ଗୀତ ,ଦେଖନ୍ତୁ ଭିଡିଓ
ମୁମ୍ବାଇ() ଫିଲ୍ମ ‘ଲଭ୍ ଆଜ୍ କଲ୍’ର ଏକ ନୂଆ ଗୀତ ‘ହାଁ ମେଁ ଗଲତ୍’ ରିଲିଜ୍ ହୋଇଛିା ହି ଗୀତରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛ । ଭାଲେଟାଇନ୍ସ ଡେ ତଥା ଫେବୃୟାରୀ ୧୪ରେ ଫିଲ୍ମଟି ପରଦାକୁ ଆସିବ। ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ…