ସ୍କୁଲ ବାରଣ୍ଡାରେ ଝୁଲି ପଡିଲେ ପ୍ରେମୀଯୁଗଳ
ସ୍କୁଲ ବାରଣ୍ଡାରେ ଝୁଲୁଛି ପ୍ରେମୀ ଯୁଗଳଙ୍କୁ ମୃତ ଦେହ | କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ | ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ!-->…
