Odia News Portal
Browsing Tag

lpg price

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ଦର

ଏବେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଖାଇବା ଆହୁରି ମହଙ୍ଗା ହେବ | କାରଣ ଏଲପିଜି ଗ୍ୟାସ୍ ମହଙ୍ଗା ହୋଇଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ମାର୍ଚ୍ଚ ୧ ତଥା ଆଜିଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ୧୦୫ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ବାଣିଜ୍ୟିକ…