ଦୀର୍ଘ ୧୪ ବର୍ଷ ପରେ ବଢ଼ିବ ଦିଆସିଲ୍ ପେଡ଼ିର ଦାମ, ଜାଣନ୍ତୁ କେତେ ଟଙ୍କା
ନୂଆଦିଲ୍ଲୀ: ୫୦ ପଇସାରୁ ଟଙ୍କାଏ । ୨୦୦୭ ମସିହାରେ ବଢ଼ିଥିଲା ଦିଆସିଲ ପେଡ଼ିର ଦାମ । ଆଉ ଏହା ଦୀର୍ଘ ୧୪ ବର୍ଷ ହେବ ଏହି ରେଟରେ ବିକ୍ରି ହେଉଥିଲା । ଟଙ୍କାଏରେ ମିଳୁଥିବା ଦିଆସିଲି ପ୍ୟାକେଟ୍ ପାଇଁ ଏବେ ୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦିଆସିଲି ବାକ୍ସର ନୂଆ ଦର ଡିସେମ୍ବର ୧ରୁ ଲାଗୁ ହେବ!-->…