Odia News Portal
Browsing Tag

madhyapradesh

ଗିରଫ ହୋଇଛନ୍ତି ବାବା କାଳୀଚରଣ

ଛତିଶଗଡ: ଗିରଫ ହୋଇଛନ୍ତ ବାବା କାଳୀଚରଣ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ବାବା କାଳୀଚରଣଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ପୋଲିସ ତାଙ୍କୁ ଗିରଫ କରିବାରେ ବିଫଳ ହେଉଥିବା ଅଭିଯୋଗକୁ ନେଇ ସାରା ଦେଶରେ ବଢ଼ିବାରେ ଲାଗିଥିଲା ଅସନ୍ତୋଷ ।