ମହାନଦୀ ବିବାଦର ସମାଧାନ ରାସ୍ତା ଫିଟୁଛି: କେନ୍ଦ୍ରକୁ ମଧ୍ୟସ୍ଥତାର ପ୍ରସ୍ତାବ ଦେଲେ ମୋହନ
ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ରାଜି ହେବା ପରେ ଓଡ଼ିଶା ସରକାର ପ୍ରକ୍ରିୟାକୁ ଜୋର୍ଦାର କରିଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର୍ ପାଟିଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା…