ମହାନଦୀ ଜଳ ବିବାଦ ନେଇ ବଡ଼ ନିଷ୍ପତ୍ତି: ଆପୋସ ବୁଝାମଣା ପାଇଁ ଦୁଇ ପକ୍ଷ ରାଜି
ମହାନଦୀ ଜଳ ବିବାଦର ସମାଧାନ ନେଇ ସେପ୍ଟେମ୍ବର ୬ରେ ଟ୍ରିବ୍ୟୁନାଲ୍ରେ ଶୁଣାଣି ହେବ। ଉଭୟ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ବିଭାଗର ସଚିବମାନେ ଟ୍ରିବ୍ୟୁନାଲ୍ଙ୍କ ସମ୍ମୁଖରେ ଉପସ୍ଥିତ ରହି ଏ ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଅବଗତ କରାଇବେ। ଟ୍ରିବ୍ୟୁନାଲ୍ ବି ଏହି ବିବାଦକୁ ଅଧିକ…