Odia News Portal
Browsing Tag

maharastra cm

୧୨ ଘଣ୍ଟା ନୁହେଁ ଏଣିକି ୮ ଘଣ୍ଟା ଡ୍ୟୁଟି କରିବେ ମହିଳା ପୋଲିସ କର୍ମଚାରୀ

ମୁମ୍ବାଇ: ମହିଳା ପୋଲିସକୁ ନେଇ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ସରକାରଙ୍କ ନୂତନ ଗାଇଡଲାଇନ ମୁତାବକ, ଏଣିକି ମହିଳା ପୋଲିସ କର୍ମଚାରୀଙ୍କୁ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା ଡ୍ୟୁଟି କରିବାକୁ ହେବ । ଏନେଇ ମହାରାଷ୍ଟ୍ରର ଡିଜିପି ସଞ୍ଜୟ ପାଣ୍ଡେୟ ସୂଚନା ଦେଇ କହିଛନ୍ତି କି,