Odia News Portal
Browsing Tag

mahashivratri

ସଜେଇ ହେଲେଣି ଲିଙ୍ଗରାଜ।

ପ୍ରତିବର୍ଷ ପରି ଏଥର ମଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଆୟୋଜନ କରାଯାଇଛି। ଏହି ୩୪ ତମ ଜାତୀୟସ୍ତରୀୟ ଭଜନ ସମାରୋହରେ ପୁଣି ଯୋଗେ ଦେବେ ଭାରତର ଖ୍ୟାତନାମା ଭଜନ ଗାୟିକା କଣ୍ଠଶିଳ୍ପୀ ଅନୁରାଧା ପୌଡ୍‌ୱାଲ୍‌।…

ଜାଗର ଯାତ୍ରା ହେଲା ଶେଷ ଯାତ୍ରା

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଦମ୍ପତି ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା…

୨୩ ହଜାର ୪୩୬ ରୁଦ୍ରାକ୍ଷରେ ମହାଦେବଙ୍କ ବାଲୁକା କଳା

ମହାଦେବଙ୍କ ପାଇଁ ବିଶାଳ ବାଲୁକା କଳା । ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ମହାଦେବଙ୍କୁ ଆରଧନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷ୍ୱତ ହେଉଛି, ଏଥିରେ ୨୩ ହଜାର ୪୩୬ ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି । ମହାଦେବଙ୍କ ମସ୍ତକ, ଜଟ , ଶିବଲିଙ୍ଗ…

ଏଥର ଜାଗର ପର୍ବରେ ଭକ୍ତଙ୍କୁ ମିଳିବ ଅଧିକ ସୁବିଧା

ବ୍ରହ୍ମପୁର: ମଙ୍ଗଳବାର ମହାଶିବରାତ୍ରୀ, ପବିତ୍ର ଜାଗର ପର୍ବ। ଗତ ଦୁଇ ବର୍ଷ ହେବ କୋଭିଡ୍ ସଂକ୍ରମଣ ଭୟ ଓ ଆଶଙ୍କା ସାଙ୍ଗକୁ ଲକ୍‌ଡାଉନ୍- ସଟ୍‌ଡାଉନ୍ ଆଦି ଯାବତୀୟ କଟକଣା ହେତୁ ଜାଗର ପର୍ବ ନିରାଡ଼ମ୍ବର ଭାବେ ପାଳିତ ହୋଇ ଆସୁଥିଲା। କେବଳ ମନ୍ଦିର ଭିତରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା…