Odia News Portal
Browsing Tag

Malkangiri district

ପ୍ରଶାସନ ଶୁଣିଲାନାହିଁ, ପାହାଡ଼ କାଟି ସାତ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି : ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ । …

ପେଟ ପାଇଁ ସଂଘର୍ଷ: ମହୁଲ ଗୋଟାଉଛି ରୌପ୍ୟ ପଦକ ବିଜେତା

ଭୁବନେଶ୍ୱର: ଗତ କିଛି ବର୍ଷରେ କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ରୁ ବିଭିନ୍ନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଛାପ ଛାଡିଥିବା ଦେଖିବାକୁ ମିଳିଛି । ତେବେ ଆଦିବାସୀ ଅଧୁଷିତ ଅଞ୍ଚଳ , ଉପଯୁକ୍ତ ଭିତ୍ତିଭୂମି ଅଭାବ ସହ ଗରିବ ରେଖା ତଳେ ରହିଥିବା ଅନେକ ଖେଳାଳୀ ନିଜ ଖେଳରୁ…

ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଜବତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍‌ଏଫ୍‌’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର…

ମାଲକାନଗିରିରେ ଲାଲ୍ ବାହିନୀର ତାଣ୍ଡବ,ଠିକାଦାରଙ୍କୁ ବିଚ୍‌ ରାସ୍ତାରେ ଟାଙ୍ଗିଆରେ ହାଣି ହତ୍ୟା

ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ତାଙ୍କ ବୋଲେରୋ ଗାଡିଟିକୁ ଜାଳି ଦେଇଛନ୍ତି ମାଓବାଦୀ । ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ଠିକାଦାର…