Odia News Portal
Browsing Tag

manas dash

ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ । ହତ୍ୟା ଉଦ୍ୟମ, ଧମକ ଦେବା ଭଳି ଅନେକ ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ଆସିଛି । ତେବେ ତାଙ୍କୁ ଖୋର୍ଦ୍ଧା ପୋଲିସ ଘରୁ ଉଠାଇ ନେଇଛି । ତାଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି । ଖୋର୍ଦ୍ଧାରେ ବାପ…

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା

ଖୋର୍ଦ୍ଧା: ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୋଧରେ ଆସୁଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ । ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାଁରେ ଏତଲା ହୋଇଛି । ଖୋର୍ଦ୍ଧା ସଦର ଥାନାରେ ବାପ, ପୁଅ ନାଁରେ ଏତଲା ହୋଇଛି । ମାନସଙ୍କ ଷ୍ଟେଜ୍ ବଡିଗାର୍ଡ…