Odia News Portal
Browsing Tag

mango

ଖତ ଖାଉଛି ଆମ୍ବ

ଧର୍ମଗଡ: ବଗିଚାରେ ଖତ ଖାଉଛି ଆମ୍ବ । ଲକଡାଉନ ପାଇଁ ହୋଇପାରୁନି ବିକ୍ରି । ଚିନ୍ତାରେ ଧର୍ମଗଡର ଆମ୍ବ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ, ଜୁନାଗଡ , କୋକସରା, ଜୟପାଟଣା ଆଦି ଅଂଚଳରେ ଚାଷୀ ମାନେ ଆମ୍ବ ଅମଳ କରିଥିଲେ । ଏ ବର୍ଷ ଅଧିକା ଆମ୍ବ ଫଳି ଥିବାରୁ ଭଲ ଦି ପଇସା ରୋଜଗାର ଆଶା…

ଚିନ୍ତାରେ ଆମ୍ବଚାଷୀ

କଲ୍ୟାଣସିଂହପୁର: ଲକ୍ ଡାଉନ ପାଇଁ ବିକ୍ରି ହୋଇ ପାରୁନି ଆମ୍ବ । ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ । ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ସିକରପାଇ ନିକଟରେ ରହିଛି ଶାନ୍ତିବନ । ଯେଉଁଠି ତିନି ଏକର ଜମିରେ ଆମ୍ବ ଚାଷ କରିଛନ୍ତି ସିକରପାଇ ଗାଁର ରହିଦାସ ନାୟକ । ଏବର୍ଷ ଅଧିକା ଆମ୍ବ ଫଳି…