Odia News Portal
Browsing Tag

manish dash

ବନ୍ଧାହେଲେ ମନୀଷଙ୍କ ୩ ସାଙ୍ଗ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଧିରେ ଧିରେ ଖୋଲିବାକୁ ଲାଗିଛି । ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବନ୍ଧାହେଲେ ୩ ସାଙ୍ଗ । ଘନ ଘନ ଜେରା ପରେ ମନୀଷଙ୍କ ୩ ସାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା,…