Odia News Portal
Browsing Tag

Maoists

ରାସ୍ତାରେ ବୋମା ଖଞ୍ଜିବାକୁ ଚେଷ୍ଟା କରୁଥିଲେ ୩ ମାଓବାଦୀ, କାବୁ କଲେ ଯବାନ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ମିଲିସିଆ ସଦସ୍ୟ ପୋଡିୟମ ଜଗା(୨୫), ମାଡ଼ବି ମାସା(୨୫) ଓ ପୋଜ୍ଜା ମାଡବୀ(୨୯)।ଜିଲ୍ଲାପାଳଙ୍କୁ ଭେଟି ଅନ୍ତଃତ ଟ୍ରାଇସ‌ାଇକେଲ ଓ ଘର ଖଣ୍ଡିକ…

ମାଓବାଦୀଙ୍କ ଗୁଳିରେ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

ମାଓବାଦୀ-ଯବାନ ଗୁଳି ବିନିମୟ। ମାଓବାଦୀଙ୍କ ଗୁଳିରେ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ । ମାଓବାଦୀଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏହି ଗୁଳି ବିନିମୟ ଯବାନ-ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ।

ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ: ପୋଲିସ ଇନଫର୍ମମର ସନ୍ଦେହରେ ହତ୍ୟା

ସୀମାନ୍ତରେ ଲାଲବାହିନୀ ପୁଣି ଭିଆଇଲେ ବର୍ବରକାଣ୍ଡ | ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା | ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି। କରୁକୋଣ୍ଡାଦଲମ ମାଓ ସଂଗଠନ ପକ୍ଷରୁ