Odia News Portal
Browsing Tag

matric summative

ଆରମ୍ଭ ହେଲା ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା

ଆରମ୍ଭ ହୋଇଯାଇଛି ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ଛାତ୍ରଛାତ୍ରୀ । ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା । ପରୀକ୍ଷା ପାଇଁ ଶହେରୁ ଅଧିକ ସ୍କ୍ଵାଡ ଗଠନ କରାଯାଇଛି। ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା