Odia News Portal
Browsing Tag

meeting

ଶେଷ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର()   ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଲା ସର୍ବଦଳୀୟ ବୈଠକ। ବୈଠକରେ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର। ବୈଠକରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେଡି ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାଏକ, ଅର୍ଥମନ୍ତ୍ରୀ…

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ନେଇ ଡିଜିପିଙ୍କ ବୈଠକ

ଭୋଟ୍ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କେମିତି ରହିବ, ସେ ନେଇ ପୁଲିସ୍ ଡିଜି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୨ଟି ସ୍ଥାନରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି ହେବା ନେଇ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଡିଜିପି ସୂଚନା…