Odia News Portal
Browsing Tag

meeting

ଆଜି ଅଭିଭାବକ-ଶିକ୍ଷକ ବୈଠକ, ସ୍କୁଲ ଖୋଲିବା ନେଇ ହେବ ଆଲୋଚନା

ରାଜ୍ୟରେ ଆସନ୍ତା ୨୮ ତାରିଖରୁ କେଜିରୁ ସପ୍ତମ ଯାଏ ଛାତ୍ରଛାତ୍ରୀ ସ୍କୁଲ ଆସିବେ । କୋଭିଡ୍‌ ନିୟମ ମାନି ସମସ୍ତେ କେମିତି ସ୍କୁଲ ଆସିବେ? ଶିକ୍ଷାଦାନ କିଭଳି ସ୍ୱାଭାବିକ ହେବ? ଏହି ପ୍ରସଙ୍ଗରେ ରାଜ୍ୟର ପ୍ରତି ପ୍ରାଥମିକ ସ୍କୁଲରେ ଆସନ୍ତାକାଲି ଅଭିଭାବକ-ଶିକ୍ଷକ ବୈଠକ (ପିଟିଏ) ବସିବ ବୋଲି…

କୋଭିଡର ନୂତନ ପ୍ରଜାତି ଓମିକ୍ରିନ ମୁକାବିଲା ନେଇ ଭକ୍ଷରଚୁଆଲ ବୈଠକ କଲେ ଜିଲ୍ଲାପାଳ

ସମ୍ପ୍ରତି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡର ନୂତନ ପ୍ରକାର ମହାମାରୀ ଓମିକ୍ରିନର ମୁଖକ୍ଷବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭକ୍ଷର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି…

ଆଉ ଅଳ୍ପ ସମୟ ମଧ୍ୟରେ ବସିବ ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ନିକଟରେ ଶ୍ରମନ୍ଦିର ପରିଚାଳନା କମିଟି ଗଠନ ହୋଇଛି । ତେବେ ନୂଆ କମିଟି କଣ ସଂସ୍କାର ଆଣୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ବସିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗ ଦେବେ…

୬ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପିଏମ ମୋଦି ଆଜି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର, କେରଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସାମ୍ନାରେ ପିଏମ ମୋଦି ୟୁପି ସରକାରଙ୍କ…

ଭର୍ଚ୍ଚୁଆଲରେ ଆରମ୍ଭ ହେଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ବିଜେଡି ତାର ଜିଲ୍ଲାସ୍ତରରେ ନେତାକୁ ପର୍ଯବେକ୍ଷକ ଭାବେ ନିଯୁକ୍ତ କରିସାରିଛି । ଏହାରି ଭିତରେ ବିଜେପି ସଜବାଜ ହୋଇଛି । ଭଚ୍ଚୁଆଲ ମାଧ୍ୟମରେ ଆଜି କାର୍ଯ୍ୟକାରିଣୀ ବୈଠକ କରିଛି । ଭୁବନେଶ୍ୱର ପାର୍ଟି ଅଫିସରୁ ଆରମ୍ଭ ହୋଇଛି ବୈଠକ…

କାଶ୍ମୀରରେ ଆରମ୍ଭ ହେଲା ମୋଦିଙ୍କ ସର୍ବଦଳୀୟ ବୈଠକ

ଜମ୍ମୁ-କାଶ୍ମୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସେଭେନ ଲୋକକଲ୍ୟାଣ ମାର୍ଗ ଆବାସିକ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବୈଠକରେ ସାମିଲ ହୋଇଛନ୍ତି ।…

ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଶେଷ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଅନ୍ତିମ ବୈଠକ । ପୂର୍ବରୁ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ମୂଲ୍ୟାୟନ ଲାଗି ୧୪ ଜଣିଆଁ ଟିମ୍ ଗଠନ ହୋଇଛି । ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ…

ଆଜି ବସିବ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଆଜି ବସିବ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ବୈଠକ । ୟୁଜି ପିଜି ପରୀକ୍ଷା ନେଇ ହୋଇପାରେ ଆଲୋଚନା । ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେବେ ।…

ଆସନ୍ତା ୧୨ରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଲକଡାଉନରେ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାକୁ ନେଇ ସବୁ ବିଶ୍ୱ ବିଦ୍ୟାୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ରହିଛି ସମସ୍ତ ନଜର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି…

ଜଳ ଆବଣ୍ଟନକୁ ଅଧିକ ବାସ୍ତବବାଦୀ କରିବା ପାଇଁ ନିର୍ଦେଶ

ଭୁବନେଶ୍ୱର() ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି ରାଜ୍ୟ ସରକାର ୯୨୨ କୋଟି ଟଙ୍କାର ୫ଟି ନୂଆ ପୁଂଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ…