ମାର୍ଚ୍ଚ ୨୪ ରେ ପୈାର ନିର୍ବାଚନ
ପଞ୍ଚାୟତ ନିର୍ବାଚନ ସରିଲା ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି । ୪୭ଟି ମ୍ୟୁନିସପାଲଟି , ୫୯ଟି ଏନଏସସି ଏବଂ ୩ଟି ମ୍ୟୁନିସିପାଲଟି କର୍ପୋରେସନରେ ଚଳିତ ଥର ନିର୍ବାଚନ!-->…
