Odia News Portal
Browsing Tag

MLA

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୀବ୍ର ନିନ୍ଦା କଲା ବିଜେଡି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ କଡ଼ା ନିନ୍ଦା କରିଛି ବିଜେଡି। ବାଣପୁରରେ ଗାଡ଼ି ଚଢ଼ାଇବା ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେଡିର ରାଜ୍ୟସଭା ସଦସ୍ୟତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ଚିଲିକା ବିଧାୟକଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ ବର୍ବରୋଚିତ। ଏଭଳି…

ବିଧାୟକଙ୍କ ହେବ କରୋନା ଟେଷ୍ଟ

ଡିସେମ୍ବର ୧ରୁ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନ ପାଇଁ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ୩ ଦିନ ଧରି କରାଯିବ…

ବିଜେପି ଛାଡ଼ି ଲଣ୍ଡା ହେଲେ ବିଧାୟକ

ତ୍ରିପୁରା: ରାଜନୀତି ଇତିହାସରେ ନୂଆ ଖବର । ବିଜେପି ଛାଡ଼ିଲେ, ଆଉ ଲଣ୍ଡା ହେଲେ ବିଧାୟକ । ବିଜେପିରେ ମିଶି ଭୁଲ ହେଇଗଲା । ବିଜେପି ଦଳକୁ ଛାଡି ଶୁଦ୍ଧି ହେଲେ ବିଧାୟକ। ଦଳ ଛାଡିବା ପୁର୍ବରୁ ପ୍ରଥମେ ଲଣ୍ଡା ହେଲେ ଆଉ ତାପରେ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରି ବିଜେପି ଛାଡିଛନ୍ତି ସୁରମାରୁ…

ଭତ୍ତା ବାଣ୍ଟିଲେ ବିଧାୟକ

ଭୁବନେଶ୍ୱର: ଲୋକଙ୍କ ସହ ମିଶିଲେ, ସମସ୍ୟା ବୁଝିଲେ ଆଉ ଭତ୍ତା ବାଣ୍ଟିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମସିର ୧,୨,୬,୭,୮ ଏବଂ ୧୪ ନମ୍ବର ୱାର୍ଡର ୯୦ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଗରୀବ,ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ବାଣ୍ଟିଛନ୍ତି ବିଧାୟକ…

ଠିକାଦାରଙ୍କ ଉପରେ ଅଳିଆ ଢ଼ାଳିଲେ ବିଧାୟକ

ମୁମ୍ବାଇ: ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗି ରହିଥିବା ବେଳେ ସେଠାରେ ରାସ୍ତା ମାନଙ୍କରେ ପାଣି ଜମି ହୋଇ ରହିଥିବାର ଦୃଶ୍ୟ ଲଗାତାର ସାମନାକୁ ଆସୁଛି । ବର୍ଷା ଯୋଗୁଁ ଲୋକ ମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ…

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ । କରୋନା ସମୟରେ କିଛି ସୁବିଧା ଯୋଗାଇବା ଲାଗି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେବଳ ମାସ୍କ ନୁହେଁ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ପାଇଁ ପାଣ୍ଠି ବିନିଯୋଗ ଦାବି । ଆଇସୋଲେସନ ରୁମ୍‌,…

ବିବାଦରେ ନୀଳଗିରି ବିଧାୟକଙ୍କ ଚିଠି

ନୀଳଗିରି: ଚଳିତ ବର୍ଷ ନୀଳଗିରିରେ ରଥଯାତ୍ରା ବନ୍ଦ କରାଯିବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରଥଖଳାରେ ଚଳିତବର୍ଷ ଲାଗି ଚାଲିଥିବା ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ, କରୋନା ସମୟରେ ଅଯଥା ଟଙ୍କା ଖର୍ଚ୍ଚ କରାନଯାଉ ବୋଲି ଜିଲ୍ଲାପାଳଙ୍କୁ ଏକ…

ଶପଥ ନେଲେ ୨ ନୂଆ ବିଧାୟକ

ଭୁବନେଶ୍ୱର() ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ୨ ବିଜେଡି ବିଧାୟକ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଭୟ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ…

ଧର୍ମଶାଳାରେ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

ଧର୍ମଶାଳା() ଆଜି ଧର୍ମଶାଳା ନିର୍ବାଚନ ଅନ୍ତର୍ଗତ ରସୁଲପୁର ଜୋନର ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,  କୋରେଇ ନିର୍ବାଚନ ମଣ୍ଡଳୀର  ବିଧାୟକ ଅଶୋକ କୁମାର ବଳ ଏବଂ ରସୁଲପୁର ଜୋନର ସରପଞ୍ଚ, ସମିତି ସଭ୍ୟ,…

ମହମ୍ମଦ ମୋକିମଙ୍କୁ କରୋନା

ଭୁବନେଶ୍ବର() ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ମଧ୍ୟ ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କଟକ-ବାରବାଟୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି…