ଭଡା ଘର କୂଅରୁ ମିଳିଲା ମୋ ବସ ମହିଳା କଣ୍ଟକ୍ଟର ଙ୍କ ମର ଶରୀର
ଭୁବନେଶ୍ୱର: ମୋ ବସ୍ ମହିଳା କଣ୍ଡକ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ। ସାମନ୍ତରାପୁରୁ ଶ୍ରୀରାମ ନଗର ଅଞ୍ଚଳର ରହୁଥିବା ମୋ ବସ୍ କଣ୍ଡକ୍ଟର କ୍ରିଷ୍ଣା ମହାନ୍ତିଙ୍କ ଗତକାଲି ଗଳିତ ମୃତ ଦେହ କୂଅରୁ ଉଦ୍ଧାର ହୋଇଛି। ଗତକାଲି ସମୟ ପାଖାପାଖି ସକାଳ ୬.୩୦ରୁ ୭ଟା ଭିତରେ କ୍ରିଷ୍ଣା ମହାନ୍ତି!-->…