Odia News Portal
Browsing Tag

mo bus

ଆଜି ‘ମୋ ବସ’ରେ ମାଗଣା ଯାତ୍ରା

ଭୁବନେଶ୍ୱର() ଆଜି ‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା ସେବା । ଆଜି ବିଶ୍ୱ ମହିଳା ଦିବସ ହୋଇଥିବାରୁ ମୋ ବସରେ ଯାତ୍ରା କଲେ ମହିଳାମାନଙ୍କୁ ଦେବାକୁ ପଡିବନି କୌଣସି ଭଡା । ଅର୍ଥାତ ମହିଳାମାନେ ଆଜି ମୋ ବସରେ ମାଗଣାରେ ଯାତ୍ରା କରିପାରିବେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ…

ମହିଳା ଦିବସରେ ମହିଳାଙ୍କୁ ମାଗଣା ବସ୍ ସେବା

ଭୁବନେଶ୍ୱର() ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗାଇ ଦେବା ନେଇ କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ମହିଳା ମାନେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ମାଗଣାରେ…

କମିଲା ‘ମୋ ବସ’ ଭଡା

ଭୁବନେଶ୍ୱର() କମିଲା ‘ମୋ ବସ’ ଭଡା । ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଆଗାମୀ ୨ ମାସ ପର୍ୟ୍ୟନ୍ତ ‘ମୋ ବସ’ର ଶୀତତାପ ନିୟନ୍ତ୍ରିତ (ଏସି) ବସ ଗୁଡିକରେ ଯାତ୍ରୀଙ୍କୁ ରିହାତ ଦିଆଯିବା ନେଇ ଘୋଷଣା କରିଛି କ୍ରୁଟ୍ । ପୂର୍ବରୁ ଏସି ବସ୍ ଗୁଡିକରେ ପ୍ରଥମ ୨ କିମି ପର୍ୟ୍ୟନ୍ତ ସର୍ବନିମ୍ନ ଭଡା…

ମୋ ବସ୍’ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ସେଲ୍ଫି ନେଲେ ଯାତ୍ରୀ

ଭୁବନେଶ୍ୱର() ଆଜି ମୋ ବସ ସେବାକୁ ବର୍ଷେ ପୁରିଛି । ଏହି ଅବସରରେ ମୋ ବସରେ ଭୁବନେଶ୍ୱର ବିମାନବନ୍ଦରରୁ ଲୋକସେବା ଭବନ ଅଭିମୁଖେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସରେ ଥିବା ଯାତ୍ରୀମାନଙ୍କ ସହ କଥା ହୋଇ ସେଲ୍ଫି ନେଇଛନ୍ତି ଆଉ କୁନି କୁନି ପିଲାମାନଙ୍କୁ ଅଟୋଗ୍ରାଫ୍ ଦେଇ…

‘ମୋ ବସ୍’କୁ ପୂରିଲା ବର୍ଷେ

ଭୁବନେଶ୍ୱର () ଆଜି ମୋ ବସ୍’ ସେବାକୁ ବର୍ଷେ ପୂରିଛି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ କ୍ରୁଟ୍ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା କାର୍ୟ୍ୟକ୍ରମ ରହିଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ…

ଅପରାହ୍ନ ୨ଟା ପରେ ବନ୍ଦ ରହିବ ‘ମୋ ବସ୍’ ସେବା,କାରଣ ଜାଣନ୍ତୁ

ଭୁବନେଶ୍ବର () ଦୁର୍ଗାପୁଜା ପାଇଁ ରାଜଧାନୀ ଭୁବନେଶ୍ୱର ଓ ଭାଇଚାରାର ସହର କଟକରେ ସନ୍ଧ୍ୟାରେ ଭିଡ଼ ଅଧିକ ପରିଲକ୍ଷିତ ହେବା ସହ ଯାତାୟତରେ ସମସ୍ୟା ଦେଖାଦେବ । ଆଉ ଏଥିପାଇଁ ଭିଡ଼କୁ ନଜରରେ ରଖି ‘ମୋ ବସ୍’ ଚଳାଚଳରେ ପରିବର୍ତ୍ତନ କରାଯାଇଛି । କ୍ରୁଟ୍ ପକ୍ଷରୁ ଅକ୍ଟୋବର ୫ରୁ ୯ତାରିଖ…