Odia News Portal
Browsing Tag

mo bus

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ବସ୍'ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । 'ମୋ ବସ୍' ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍ ରହିବା…

ଆନ୍ଦୋଳନରୁ ଓହରିଲେ ମୋ ବସ୍ ଡ୍ରାଇଭର

ଆନ୍ଦୋଳନରୁ ଓହରିଲେ ‘ମୋ ବସ’ ଡ଼୍ରାଇଭର । ଦରମା ବୃଦ୍ଧି ଦାବିରେ ମୋ ବସ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜଧାନୀର ବିଭିନ୍ନ ରୁଟରେ ବସ ଚଳାଚଳ ପ୍ରଭାବିତ ହୋଇଥିଲା । ଏନେଇ କ୍ରୁଟ କର୍ତୃପକ୍ଷ ଓ ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସହ ଆଲୋଚନା ହେବା ପରେ ଆଜି ବସ ଚଳାଚଳ…

ଆଜିଠୁ ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଧାରଣାରେ ମୋ ବସ୍ ଡ୍ରାଇଭର । ରାଜଧାନୀରେ ଆଜି ଗଡୁନି ମୋ ବସ୍ । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି…

ସବୁ ରୁଟ୍‌ରେ ଗଡିବ ମୋ ବସ୍‌

ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍‌ଡାଉନ୍‌ରେ କେବଳ ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍‌ରେ ମୋ ବସ୍‌ ସେବା ବନ୍ଦ ରହିବ । ବସ୍‌ରେ ଯାତ୍ରା…

ଆଜିଠୁ ଗଡିବ ମୋ ବସ୍‌

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ହେବା ପରେ ଏବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଗଡିବା ଆରମ୍ଭ ହୋଇଛି ବସ୍, ଟ୍ୟାକ୍ସି । ସେହିଅନୁଯାୟୀ ଦୀର୍ଘ ଦିନ ପରେ ଆଜିଠୁ ଗଡିଛି ମୋ ବସ । ଭୁବନେଶ୍ୱର ଓ କଟକର ବିଭିନ୍ନ ରୁଟ ରେ ମୋ ବସ ଗଡିବା ଆରମ୍ଭ କରିଛି । ଏହି ବସ୍ ସକାଳ ୭ ଟାରୁ…

୧୯ରୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍’ । କରୋନା କଟକଣା ଏବଂ ଲୋକ ମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍ ପରିବହନ ପାଇଁ ଅନୁମତି ମିଳିଥିବାରୁ ପୁଣି ବସ୍ ସେବା ଆରମ୍ଭ କରିବାକୁ ‘ମୋ ବସ୍’…

ମୋ ବସ୍‌’କୁ ପୂରିଲା ଦୁଇ ବର୍ଷ

ଭୁବନେଶ୍ୱର()  ‘ମୋ ବସ୍‌’କୁ ଦୁଇ ବର୍ଷ ପୂରିଛି । ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍‌ ପାଠଶାଳା ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଯାତ୍ରୀଙ୍କୁ ଡିଜିଟାଲ ପେମେଣ୍ଟ ସୁବିଧା ଦେବାକୁ ଆଜିଠୁ କ୍ରୁଟ୍‌ ଟ୍ୟାପ୍‌ ଆଣ୍ଡ ପେ ସ୍ମାର୍ଟ କାର୍ଡ ଆରମ୍ଭ କରାଯାଇଛି ।…

ଏଣିକି ୭ ଦିନ ଚାଲିବ ମୋ ବସ୍

ଭୁବନେଶ୍ୱର() ସପ୍ତାହକ ୭ଦିନ ମୋ ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ୮ଟି ରୁଟ ଦେଇ ପ୍ରତିଦିନ ମୋ ବସ ଚଳାଚଳ କରିବ । ୮ଟି ରୁଟ୍ ତଥା ୧୧, ୧୬,୧୮,୨୦,୨୩,୨୪,୨୫,୩୩ ନମ୍ବର ରୁଟ ଦେଇ ମୋ ବସ୍ ଚଳାଚଳ କରିବ । ଏନେଇ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।…

କାଲିଠାରୁ ଗଡିବ ମୋ ବସ୍

ଭୁବନେଶ୍ୱର()  ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ ।…

କରୋନା ନେଇ ମୋ ବସରେ ଉପରେ ଲାଗିଲା କଟକଣା

ଭୁବନେଶ୍ବର () କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ମୋ ବସରେ ଯାତ୍ରା ଉପରେ କଟକଣା ଲାଗିଛି। ଆଜି କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, କେବଳ ମେଡିକାଲକୁ…