Odia News Portal
Browsing Tag

modi

ଜାତିସଂଘରେ ଆତଙ୍କବାଦ ବିରୋଧରେ ବର୍ଷିଲେ ମୋଦି, ଜାଣନ୍ତୁ ଆଉ କଣ ସବୁ ପ୍ରସଙ୍ଗ ଉଠାଇଲେ

ୱାଶିଂଟନ: ଜାତିସଂଘ ବୈଠକରେ ବର୍ଷିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ।

୫ ଦିନିଆ ଆମେରିକା ଗସ୍ତରେ ମୋଦୀ

ନୂଆଦିଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ୟ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ ସେ ପ୍ରାୟ ଦୁଇ ବର୍ଷ ହେବ ବିଦେଶ ଗ୍ରସ୍ତ କରିପାରିନଥିଲେ । ତେବେ ଆଜି

ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ପିଏମ ନରେନ୍ଦ୍ର ମୋଦୀ

ବିବେକ ଓବ୍ରାଇଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ‘ପିଏମ ନରେନ୍ଦ୍ର ମୋଦୀ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଇଛି । ‘ପିଏମ ନରେନ୍ଦ୍ର ମୋଦୀ’ ସେପ୍ଟେମ୍ବର ୨୩ ତାରିଖରେ ଏମଏକ୍ସ ପ୍ଲୋୟାରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ବାବଦରେ ବିବେକ

ମୋଦିଙ୍କୁ ଭେଟିଲେ, ପ୍ରଶ୍ନ ପଚାରିଲେ ୧୦ ବର୍ଷର ଝିଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ୧୦ ବର୍ଷର ଝିଅର ଇଛା ପୂରଣ କରିବାକୁ ତାକୁ ସାକ୍ଷାତ କରିଛନ୍ତି। ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ଇମେଲ ପଠାଇ ତାଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲା। ମହାରାଷ୍ଟ୍ରର ମହମ୍ମଦନଗରରୁ ସାଂସଦ ଥିଲା ଡକ୍ଟର ସୁଜୟ ବିଖେ ପାଟିଲଙ୍କ ଝିଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲେ l ଏହି ଅବସରରେ ସାଂସଦ ମହୋଦୟା ନିଜର ଦ୍ୱିତୀୟ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରିବା ସହ ପ୍ରଧାନମନ୍ତ୍ରୀଙ୍କ

ଆଜି ଉଜ୍ୱଳା ଯୋଜନା ୨.୦ କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜ୍ଜଳା ଯୋଜନା-୨ର ଶୁଭାରମ୍ଭ କରିବେ । ଆର୍ଥିକ ଭାବେ ଅନଗ୍ରସର ପରିବାରକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଭ ପହଂଚାଇବ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଟୁଇଟ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରୋଷେଇ ଗ୍ୟାସର ଏହି ସୁବିଧାର

ଆରମ୍ଭ ହେଲା ନୂଆ ପେମେଣ୍ଟ ସିଷ୍ଟମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପିର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଏହି ପେମେଣ୍ଟ ସିଷ୍ଟମ ଜନକଲ୍ୟାଣ ସେବା ଯୋଗାଇ ଦେବାରେ ସହାୟକ ହେବ। କିନ୍ତୁ ବର୍ତ୍ତମାନ ଏହା କେବଳ ଟିକାକରଣ କାର୍ଯ୍ୟରେ ବ୍ୟବହୃତ ହେବ। ମୁମ୍ବାଇର ଗୋଟିଏ କୋଭିଡ

ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ୍‌

ପେଟ୍ରୋଲ ଓ ଡିଜେଲ ବଢୁଥିବା ଦାମ ମଧ୍ୟରେ ପୁଣି ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି  । ସୂଚନା ମୁତାବକ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇଛି । ୧୯ କେଜି ସିଲିଣ୍ଡର ଉପରେ ୭୩.୫୦ ଟଙ୍କା ବୃଦ୍ଧି କରାଯାଇଛି । ଏପଟେ ଘରୋଇ ଗ୍ୟାସ ସିଲିଣ୍ଡରର

ଆଇପିଏସ୍ ପ୍ରୋବେସନରଙ୍କୁ ମୋଦୀଙ୍କ ମନ୍ତ୍ର

PS ପ୍ରୋବେସନରଙ୍କୁ ଦିଗଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି ।  ହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ

ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି |