Odia News Portal
Browsing Tag

muktikanta

ସୀମା ବିବାଦର ସମାଧାନ ଲାଗି ଭୁବନେଶ୍ୱରରୁ ଅମରାବତୀ ଚାଲିବେ ମୁକ୍ତିକାନ୍ତ

ଭୁବନେଶ୍ୱର: ଓଡ଼ିଶା ଏବଂ ଆନ୍ଧ୍ର ସୀମା ବିବାଦକୁ ନେଇ ଦୀର୍ଘଦିନ ହେବ ଲାଗି ରହିଛି ତୁ ତୁ ମେଁ । କେତେବେଳେ ଓଡ଼ିଶା ସୀମାରେ ନିର୍ବାଚନ ଆନ୍ଧ୍ର ନିର୍ବାଚନ କରୁଛି ତ ଆଉ କେତେବେଳେ ଅଙ୍ଗନୱାର୍ଡି ଘର ତିଆରି କରୁଛି । ଏଭଳି ବିବାଦ ଦୀର୍ଘଦିନ ହେବ ଲାଗି ରହିଛି । ଯାହାକୁ ନେଇ ସବୁଠି ମଧ୍ୟ