ପୁଅ ପାଇଁ ପ୍ରଚାର କଲେ ମୁଲାୟମ
ସମାଜବାଦୀ ପାର୍ଟିର ନିର୍ମାତା ମୁଲାୟମ ସିଂ ଯାଦବ ଦୀର୍ଘ ସମୟ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଦିନ ସେ ମେନରୀର କରହଲ ଠାରେ ସପାର କର୍ମକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ମୁଲାୟମ ସିଂ ଯାଦବ ପୁଅ ତଥା ଦଳର ସଭାପତି ଅଖିଳେଶ ଯାଦବଙ୍କ!-->…
