Odia News Portal
Browsing Tag

municipality election

ମାର୍ଚ୍ଚ ୨୪ରେ ପୌର ଭୋଟ, ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା

ସରିଲା ଗାଁ ଭୋଟ୍‌, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ୭ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ। ଭୁବନେଶ୍ୱର ADM ଅଫିସ ସାମ୍ନାରେ ନାମାଙ୍କନ ପତ୍ର ନେବା ପାଇଁ ସ୍ୱତନ୍ତ୍ର କାଉଣ୍ଟର ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୯ରେ…

ପୌର ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କଲା ବିଏମ୍‌ସି: ମାର୍ଚ୍ଚ ୨୪ରେ ନିର୍ବାଚନ, ୨୬ରେ ଫଳାଫଳ

ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ଜାରି ହେଲା ବିଜ୍ଞପ୍ତି। ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ। ମାର୍ଚ୍ଚ ୨ତାରିଖରୁ…

ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ଆହ୍ୱାନ କରିଛି ନଗର ଉନ୍ନୟନ ବିଭାଗ । ଏନେଇ…

ଇଭିଏମରେ ହେବ ପୈାର ନିର୍ବାଚନ

ଏଥର ପୌର ନିର୍ବାଚନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମରେ ହେବ । ସର୍ବଦଳୀୟ ବୈଠକ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଗୋଟିଏ ବୁଥରେ ୨ଟି ଲେଖାଏଁ ଇଭିଏମ ରଖାଯିବ । ଗୋଟିଏ ଇଭିଏମ କାଉନସିଲର/କର୍ପୋରେଟରଙ୍କୁ ଭୋଟ ପାଇଁ ଉଦ୍ଦିଷ୍ଟ ରହିବ । ଅନ୍ୟ ଇଭିଏମ…

ପୈାର ନିର୍ବାଚନ ପାଇଁ ପେବୃଆରୀ ୧୦ ରେ ଆସିବ ପ୍ରଥମିକ ଭୋଟର ତାଲିକା

୧୧୦ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲିଟି କର୍ପୋରେସନର ସୀମା…