Odia News Portal
Browsing Tag

murder case

ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା

ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦରମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା…

ସ୍ତ୍ରୀକୁ ହାଣିଲା ସ୍ୱାମୀ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତକ ହେଲେ ଖିର ରଣଷଣ୍ଢ। ଗଜପତି ଜିଲ୍ଲା ମୋହନା ଥାନା କିଡ଼ାସିଙ୍ଗି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀ କୋରା ରଣଷଣ୍ଢକୁ ପୋଲିସ ଗିରଫ କରିଛି। ଖିର ଶୋଇଥିବାବେଳେ ବିଳମ୍ବିତ ରାତିରେ କୋରା ତାକୁ ହତ୍ୟା କରିଛି। ତେବେ…

ଝିଅ ହତ୍ୟାର ପ୍ରତିଶୋଧ ନେଲା ବାପା

ଝିଅର ହତ୍ୟା ପାଇଁ କନ୍ୟାପିତା ସମୁନ୍ଦୁଣୀ ଉପରେ ପ୍ରତିଶୋଧ ନେଇ ସମୁନ୍ଦୁଣୀର ତଂଟି କାଟି ନିର୍ମମ ଭାବେ ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଭଂଜନଗର ବୁଗୁଡା ଥାନା ଅନ୍ତର୍ଗତ ଅନପୁର୍ଣ୍ଣା ସାହିରେ ଏହି ବିଭସ୍ô ହତ୍ୟାକାଣ୍ଡ ଘଟିଛି । କିଛିଦିନ ତଳେ ସମ୍ପୃକ୍ତ ବ୍ୟକ୍ତିଙ୍କର ଝିଅକୁ…

ଜିଅନ୍ତା ଜାଳିଦେଲେ ବୋହୂକୁ

ଯୌତୁକ ପାଇଁ ଗୋଡହାତ ବାନ୍ଧି କିରୋସିନ ପକାଇ ଜାଳିଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆ ଗାଁରେ । ଘରେ ସ୍ୱାମୀ ନଥିବା ବେଳେ ଶାଶୁ ଏବଂ ତିନି ନଣନ୍ଦ ଏଭଳି କାଣ୍ଡ କରିଥିବା କଥା ଜଣାପଡିଛି । ମୃତ…

ଶଳା ମାରିଲା ଭିଣେଇକୁ

ସ୍ୱାମୀସ୍ତ୍ରୀ କଳହରୁ ହତ୍ୟାକାଣ୍ଡ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କର୍ଲାବାହାଲି ଗାଁରେ। ଏଠାରେ ଶାଳକର ମାଡ଼ରେ ଭିଣୋଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଦିଲୀପ ଛୁରା। କଣ୍ଟାବାଞ୍ଜି ପୁଲିସ୍ ସୂଚନା ଅନୁଯାୟୀ, ଦିଲୀପ ଚାଉଳଶୁଖା ଗାଁର ଗୌରୀଙ୍କୁ ବାହା…

ଭଣଜାକୁ ମାରିଦେଲା ମାମୁ

କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଗୁଳିରେ ଜଣେ ସମ୍ପର୍କୀୟ ଭଣଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷେତ୍ର ମାଝୀ। ତାଙ୍କ ଘର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ। ସୂଚନା ଅନୁସାରେ, କ୍ଷେତ୍ର ଓ ତାଙ୍କ ମାମୁ ଟେକରା ମାଝି ବାର୍ହା ଶିକାର କରିବାକୁ…

ବାରଙ୍ଗରେ ହତ୍ୟାକାଣ୍ଡ

ବାରଙ୍ଗରେ ଗୁଳିମାଡ଼ । ବାରଙ୍ଗ ଥାନା ଗୋଡ଼ିସାହି ନେତଲ ଛକରେ ଗୁଳିମାଡ଼ରେ ଯୁବକ ମୃତ । ବାଇକରେ ଆସି ଯୁବକଙ୍କୁ ଗୁଳି ଚଳାଇଥିଲେ ୨ ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।…

ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ

ଝିଆରୀର ପ୍ରେମ ପାଇଁ ଦାଦାକୁ ପ୍ରାଣ ବଳି ଦେବାକୁ ପଡିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସାନନୂଆଗାଁର ଜଗନ୍ନାଥ କବାଟ ଓ ଭାଲୁଆ କବାଟ ଦୁଇ ପଡ଼ୋଶୀ। ଜଗନ୍ନାଥ କବାଟଙ୍କ ପୁଅ ସହ ଭାଲୁଆ କବାଟଙ୍କ ଝିଆରୀ ମଧ୍ୟରେ ପ୍ରେମ ସମ୍ପର୍କରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମାଡପିଟ ଘଟି ଏହି…

ସମ୍ପତି ଲୋଭରେ ଝିଅକୁ ମାରିଦେଲା ସାବତ ମା’

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେର। ବେପାର ବଣିଜ କରି ପରିବାର ଚଳାନ୍ତି। ସେ ବାସନ୍ତୀ ମେହେରଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଜନ୍ମ ନେଇଥିଲା ରଶ୍ମିତା। ପରେ ବାସନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିରେ ଭାଙ୍ଗି ପଡ଼ିଥିଲେ ପ୍ରଦୀପ। ଝିଅ ରଶ୍ମିତାର ଲାଳନ…

କଟିକଟା ଗୁଳିକାଣ୍ଡରେ ଆଉଜଣଙ୍କ ମୃତୁ୍ୟ

ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଗତକାଲି ରାତିରେ ମେଲୋଡି ଚାଲିଥିବା ବେଳେ ଗୁଳିମାଡ଼ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିତ୍ୟାନନ୍ଦ ମଲ୍ଲିକ। ତାଙ୍କ ପେଟରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ…