Odia News Portal
Browsing Tag

murder case

କଳ୍ପନାଙ୍କ ପରିଚୟ କେମିତି ପାଇଲା ଛତିଶଗଡ ପୋଲିସ

ଛତିଶଗଡ() ଜଣେ ରାଜନେତା କିପରି ନରହନ୍ତା ସାଜିପାରେ ସେ ସମ୍ପପର୍କରେ ଗିରଫ ହୋଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ପୋଲିସ ଆଗରେ ବୟାନରୁ ସ୍ପଷ୍ଟ ହୋଇଯାଇଛି । ନିଜେ ଅନୁପ ଆତତାୟୀ ସାଜି ନିଜର ପ୍ରେମିକା ଓ ତାର ୧୪ ବର୍ଷର ନାବାଳିକା ଝିଅକୁ ଅତି ଅମାନୁଷିକ ଭାବରେ ହତ୍ୟା…

ସରପଂଚଙ୍କ ସ୍ୱାମୀ ଗିରଫ

ଧର୍ମଶାଳା() ଧର୍ମଶାଳା ପିଇଓି ସ୍ମିତାରାଣି ବିଶ୍ୱାଳଙ୍କ ହତ୍ୟା ଅଭିଯୋଗରେ ଧର୍ମଶାଳା ପୋଲିସ ହରିଦାସ ପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଆଜି ଗିରଫ କରିଛି । ସ୍ମିତାରାଣି ବିଶ୍ୱାଳଙ୍କ ମ୍ୟତ୍ୟୁ ଘଟଣା ସମଗ୍ର ରାଜ୍ୟ ରେ ତୁମୂଳ ଆଲୋଡନ ସୃଷ୍ଟି କରିଥିଲା । ମୃତ୍ୟୁ ପରେ ପୋଲିସ…

କୁକୁଡା ପାଇଁ ହତ୍ୟାକାଣ୍ଡ

ରାଉରକେଲା()  ରାଉରକେଲାରେ କୁକୁଡା ପାଇଁ ଜଣେ ନାବାଳିକାକୁ ପିଟି ପିଟି ହତ୍ୟା କରାଯାଇଛି ।ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। କୁକୁଡା ମୃତ୍ୟୁକୁ ନେଇ ଉତ୍ତକ୍ଷିତ ହୋଇପଡିଥିବା ପଡୋଶୀ ଗତକାଲି ରାତିରେ ନାବାଳିକା ଜଣକୁ ଆକ୍ରମଣ କରିଥିଲା । ଏଥିରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି ।…

ବ୍ୟାଗରେ କଟାମୁଣ୍ଡ ଧରି ଆତ୍ମସମର୍ପଣ

ସମ୍ବଲପୁର()  ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ। କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ । ଘଟଣାଟି ଘଟିଛି ସମ୍ବଲପୁର ସହରର ଅଇଁଠାପାଲ୍ଲୀଥାନା ନିକଟସ୍ଥ ଭାଲୁପାଲ୍ଲୀ ତିଲେଇମାଳ ଗାଁରେ ।ମୃତକ ହେଲେ ୫୦ ବର୍ଷୀୟ ସତ୍ୟନାରାୟଣ ମୁଣ୍ଡା। ସତ୍ୟନାରାୟଣ ମୁଣ୍ଡା ଗତକାଲି ରାତିରେ ଘର…

ବାରିପଦାରେ ଟ୍ରିପଲ ମର୍ଡର

ବାରିପଦା()  ବାରିପଦାରେ ଟ୍ରିପଲ ମର୍ଡର ହୋଇଛି । ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ…

ରାଜନୈତିକ କାରଣରୁ ହତ୍ୟାକାଣ୍ଡ !

ସସ୍ପେନ୍ସରେ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ନାଁ ହତ୍ୟା ତାହାର ପର୍ଦାଫାସ ହୋଇନଥିବା ବେଳେ ନିର୍ବାଚନ ସମୟରେ ତାଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକ କରିଛନ୍ତି ଅଭିଯୋଗ କରିଛନ୍ତି ଯେ, ଏହା ଏକ ହତ୍ୟାକାଣ୍ଡ । ଶୋକାକୁଳ ପରିବେଶ ମଧ୍ୟରେ ରାଷ୍ଟ୍ରପତି ବେହେରାଙ୍କ ଶେଷ କୃତ୍ୟ…

କେନାଲରୁ ମିଳିଲା ମଡେଲଙ୍କ ଶବ

ଛତିଶଗଡ଼ର ସିଞ୍ଚାଇ କେନାଲରୁ ଗତକାଲି ଜଣେ ଯୁବତୀଙ୍କ ଶବ ମିଳିଛି। ଯୁବତୀଙ୍କ ହାତରେ ହୋଇଥିବା ଟାଟୁରୁ ତାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଆଞ୍ଚଲ ଯାଦବ। ଗ୍ଲାମରସ୍ ଲାଇଫ ବଞ୍ଚୁଥିବା ଆଞ୍ଚଲ୍ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ଅଶ୍ଳୀଳ ଭିଡିଓ ଜରିଆରେ ଏକ…

କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହତ୍ୟା

ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁବୃର୍ତ୍ତ ହତ୍ୟା କରିଛନ୍ତ । ପ୍ରଥମେ କିଛି ଦୁବୃର୍ତ୍ତ ଘରକୁ ଆସିଥିଲେ । ରାମଚନ୍ଦ୍ରଙ୍କୁ ଘରୁ ଡାକିନେଇଥିଲେ । ହାତ ଗୋଡ ସହିତ ଶରୀର ବିଭିନ୍ନ ଅଂଶକୁ ହାଣିଦେଇଥିଲେ ଦୁବୃର୍ତ୍ତ । ତେବେ ଡାକ୍ତରଖାନାକୁ…

ଗୁଣିଗାରେଡି ସନେ୍ଦହରେ ୫ଜଣଙ୍କୁ ହତ୍ୟା

ଗୁଣିଗାରେଡି ଯୋଗୁଁ ସୁନ୍ଦରଗଡ଼ କୋଇଡ଼ାରେ ୫ଜଣଙ୍କୁ ହତ୍ୟା। ଏନେଇ ସୂଚନା ଦେଇଛନ୍ତି ଡିଆଇଜି କବିତା ଜଲାନ୍। ଗଭୀର କୂଅରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ କିଏ ହତ୍ୟା କଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ପୋଲିସ ୬ଜଣଙ୍କୁ ଅଟକ…

ଆଲବମରୁ ପ୍ରେମ, ପ୍ରେମରୁ ହତ୍ୟା

ସମ୍ବଲପୁରୀ ଆଲବମର ଲୋକପି୍ରୟ ଅଭିନେତ୍ରୀ ସିମରନ ସିଂକୁ ହତ୍ୟା କରାଯାଇଥିବା କଥା ବିଭିନ୍ନ ମହଲରେ ଚାଂଚଲ୍ୟ ସୃଷ୍ଟି କରିଛି । ଆଜି ସ୍ଥାନୀୟ ଗୋଇରା ମଠ ମହାନଦୀ ପୋଲ ତଳୁ ଏହି ଅଭିନେତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ସେ କିଛି ଦିନ ତଳେ ବଲାଙ୍ଗିରର ଜଣେ ଯୁବକଙ୍କୁ ପ୍ରେମ ବିବାହ…