Odia News Portal
Browsing Tag

naib sarapanch

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ଅନେକ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । ଯେଉଁ ବ୍ଲକରେ…

ଆଜି ନିର୍ବାଚିତ ହେବେ ନାଏବ ସରପଞ୍ଚ

ଆଜିଠୁ ପଞ୍ଚାୟତ ବ୍ୟବସ୍ଥାର ପରୋକ୍ଷ ନିର୍ବାଚନ । ଆଜି ନାଏବ ସରପଞ୍ଚ ପାଇଁ ହେବ ଭୋଟିଂ । ଭୋଟ ଦେଇ ନାଏବ ସରପଞ୍ଚଙ୍କୁ ବାଛିବେ ଓ୍ୱାର୍ଡ ମେମ୍ବର । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ ।…

ନାଏବ ସରପଞ୍ଚ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୧…