ନାସା ଜାରି କଲା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଛବି
ଏ ବିଶ୍ୱ ବ୍ରହ୍ମାଣ୍ଡ ଯାହାକୁ ଚିନ୍ତା କରିବା ବା କଳ୍ପନା କରିବା ମାତ୍ରେ ହିଁ ମୁଣ୍ଡ ବୁଲାଇ ଯାଏ | ତେବେ ସାଧାରଣ ମଣିଷ ତ ଛାଡ ବୈଜ୍ଞାନିକମାନଙ୍କୁ ମଧ୍ୟ କଳ୍ପନା କରିବା କଷ୍ଟ କର ହୋଇପଡେ | ତେବେ ଏଯାଏଁ ପୁରା ବ୍ରହ୍ମାଣ୍ଡକୁ କେହିବି କଳ୍ପନା କରି ପାରିନାହାଁନ୍ତି ।
ହେଲେ ଏବେ ନାସା!-->!-->!-->…
