Odia News Portal
Browsing Tag

Natioanal News

କାର୍ଯ୍ୟ ସମ୍ପନ୍ନ ପାଇଁ କେରଳ ସ୍ଥିତ ମନ୍ଦିରରେ ନିୟୋଜିତ ହେଲା ପ୍ରଥମ ‘ଯାନ୍ତ୍ରିକ ହାତୀ’

କ୍ରିୟାକଳାପ ସମ୍ପନ୍ନ ନିମନ୍ତେ କେରଳର ତ୍ରିସୁର ଜିଲ୍ଲାସ୍ଥିତ ଇରିଞ୍ଜାଡ଼ାପିଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ପ୍ରକୃତ ହାତୀ ଆକାରର ଗୋଟାଏ ‘ଯାନ୍ତ୍ରିକ ହାତୀ’ (ମେକାନିକାଲ୍‌ ଏଲିଫ୍ୟାଣ୍ଟ୍‌) ନିୟୋଜନ କରାଯାଇଛି। ଅଭିନେତ୍ରୀ ପାର୍ବତୀ ତିରୁବୋତୁଙ୍କ ପୃଷ୍ଠପୋଷକତାରେ ‘ପେଟା ଇଣ୍ଡିଆ’ ଉକ୍ତ…

‘ପଞ୍ଜାବ ବଚାଓ’ ଟ୍ରେଣ୍ଡରେ ଖଲିସ୍ତାନକୁ କଡା ବାର୍ତ୍ତା; ପାକିସ୍ତାନ ଓ ଆଫଗାନିସ୍ତାନ ଜିତ ତାପରେ ପଞ୍ଜାବ ଆସିବ

ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ହଜାର ହଜାର ସମର୍ଥକ ପଞ୍ଜାବର ଏକ ଥାନା ଉପରେ ଆକ୍ରମଣ କରିବା ପରଠାରୁ ‘ଖଲିସ୍ତାନ’ ପ୍ରସଙ୍ଗ ଦେଶରେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସୋସିଆଲ ମିଡିଆରେ ଅମୃତପାଲ ସିଂହ ଓ ‘ପଞ୍ଜାବ ବଚାଓ’ ଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ…

ପଶ୍ଚିମବଙ୍ଗର କେନ୍ଦ୍ରମନ୍ତ୍ରୀ ନୀଶୀଥଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗର କୁଚ ବିହାରରେ କେନ୍ଦ୍ରମନ୍ତ୍ରୀ ନୀଶୀଥ ପ୍ରାମାଣିକଙ୍କ କନଭୟ ଉପରେ ଆକ୍ରମଣ ହୋଇଛି। ଟିଏମ୍‌ସି ସମର୍ଥିତ ଗୁଣ୍ଡାଙ୍କ ଦ୍ବାରା ଏହି ଆକ୍ରମଣ ହୋଇଛି ବୋଲି ବିଜେପି କହିଛି। କେନ୍ଦ୍ର ଗୃହ ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କୁଚ ବିଚାରର ଦିନହାଟରେ ଦଳୀୟ…

ଚିତା ପ୍ରକଳ୍ପ ସଫଳ ହେଲେ ସ୍ଥାନାନ୍ତରଣ କରାଯିବ ୪ ରାଜ୍ୟକୁ, ତାଲିକାରେ ନାହିଁ ଓଡିଶା

ମଧ୍ୟପ୍ରଦେଶ କୁନୋରେ ଚିତା ପ୍ରକଳ୍ପ ସଫଳ ହେଲେ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଚିତାବାଘଗୁଡ଼ିକୁ ସ୍ଥାନାନ୍ତର କରାଯିବ। ତେବେ ଏହି ତାଲିକାରେ ଓଡ଼ିଶା ସ୍ଥାନ ପାଇନାହିଁ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚିତା ପ୍ରକଳ୍ପର ଭବିଷ୍ୟତ ଉପରେ ବର୍ତ୍ତମାନ…

ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନୀତୀଶ କୁମାରଙ୍କୁ ବଦଳାଇଦେଇଛି; ଅମିତ ଶାହା

ବିହାରରେ ଗୋଟିଏ ପଟେ ମହାଗଠବନ୍ଧନ(ଆରଜେଡି, କଂଗ୍ରେସ, ଜେଡିୟୁ) ପୂର୍ଣ୍ଣିଆରେ ଆଜି ଏକ ମହାସମାବେଶ କରି ବିଜେପି ମୁକ୍ତ ଭାରତ ବାବଦରେ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଗହାରେ ପହଞ୍ଚି ଜେଡିୟୁ-ଆରଜେଡି ମିଳିତ ମଞ୍ଚକୁ ଜଳ ଏବଂ ତେଲର…

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାଗତରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ବିଛା ହେଲା ଗୋଲାପ ପାଖୁଡା

ଛତିଶଗଡ଼ର ରାଜଧାନୀ ନୂଆ ରାୟପୁର ସହରରେ ଚାଲିଥିବା କଂଗ୍ରେସର ୮୫ତମ ଜାତୀୟ ଅଧିବେଶନରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଶନିବାର ରାୟପୁରରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ କରିବାକୁ ଯେପରି ଆୟୋଜନ କରାଯାଇଥିଲା ତାହାକୁ ନେଇ ଚର୍ଚ୍ଚା ହେଉଛି । ପ୍ରିୟଙ୍କା…

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ; ସୋନିଆ ଗାନ୍ଧୀ

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଇ ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଚାଲିଥିବା କଂଗ୍ରେସର ୩ଦିନିଆ ମାନସମନ୍ଥନ କନ୍‌କ୍ଲେଭ୍‌ରେ ଉପସ୍ଥିତ ୧୫,୦୦୦…

ପୁଲିସ ଓ ନକ୍ସଲଙ୍କ ଗୁଳି ବିନିମୟ; ୩ ସୁରକ୍ଷା କର୍ମଚାରୀ ସହିଦ

ଆଜି ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ଜଣ ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) କର୍ମଚାରୀ ସହିଦ ହୋଇଛନ୍ତି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛି। ଗୁଳି ବିନିମୟ ସମୟରେ ‘ଏଏସ୍‌ଆଇ’ ରାମୁରାମ ନାଗ, ସହକାରୀ…

ମୋର୍ବି ଟ୍ରାଜେଡିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଦେବ ଓରେଭା ଗ୍ରୁପ

ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ଗୁଜରାଟ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୋଲର ମରାମତି ଦାୟିତ୍ବ ନେଇଥିବା ଓରେଭା ଗ୍ରୁପ୍‌ ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତରୀଣ ୧୦ ଲକ୍ଷ କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ କ୍ଷତିପୂରଣ ଦେବାପାଇଁ…

ନୂଆ ସଂକ୍ରମଣରେ ଅର୍ଥନୀତି ପ୍ରଭାବିତ ହେବନି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଦିନ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ କରୋନାଭାଇରସ ସଂକ୍ରମଣର ନୂଆ ତରଙ୍ଗ ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆରବିଆଇର 10.5 ପ୍ରତିଶତ…