Odia News Portal
Browsing Tag

national channel

ଜାତୀୟ ଚ୍ୟାନେଲରେ ବିଶ୍ୱ ଦେଖିବ ଓଡ଼ିଆ ଯୋଦ୍ଧା ବକ୍ସିଙ୍କ ବୀରତ୍ୱର କାହାଣୀ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଶାର ପ୍ରଂଶସା । ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ଓଡ଼ିଆ ବୀର ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ନେଇ ଆସୁଛି ଏକ ଧାରାବାହିକ । ଯେଉଁଥିରେ ବକ୍ସି ଜଗବନ୍ଧୁଙ୍କ ବିରତ୍ୱକୁ ପ୍ରତିପାଦିତ କରାଯିବ । ଏହାର ନାଁ ରହିଛି…