ମହାରାଷ୍ଟ୍ର ମେଣ୍ଟ ସରକାରରେ ପୁଣି ବିବାଦ ଆରମ୍ଭ
					ମହାରାଷ୍ଟ୍ର ମେଣ୍ଟରେ ଫାଟ ସୃଷ୍ଟି ହୋଇଛି ।  ମେଣ୍ଟ ସରକାରରେ ସାମିଲ ଥିବା ଏନ୍ସିପି ଏବଂ କଂଗ୍ରେସ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି । ଏହି କ୍ରମରେ ଗୁରୁବାର ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟ୍କା ଲାଗିଛି । ମାଲେଗାଓଁର ୨୭ ଜଣ କଂଗ୍ରେସ କର୍ପୋରେଟର୍ ଏକାବେଳେ!-->…				
						
						
			