ମେ ୨୧ରେ ହେବ ନିଟ୍-ପିଜି ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ
ମେ ୨୧ରେ ହେବାକୁ ଥିବା ନିଟ୍-ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ସମୟରେ ପରୀକ୍ଷା ସ୍ଥଗିତ ରଖିବା କେବଳ ବିଶୃଙ୍ଖଳା ଏବଂ ଅନିଶ୍ଚିତତା ସୃଷ୍ଟି କରିବ। ଏହାଦ୍ବାରା ରୋଗୀଙ୍କ ଚିକିତ୍ସା ମଧ୍ୟ ପ୍ରଭାବିତ ହେବ ଏବଂ ପରୀକ୍ଷା ପାଇଁ!-->…
