ନେହରୁ ସଂଗ୍ରହାଳୟ ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ, ଉଦଘାଟନ କରିବେ ମୋଦି
ବଦଳିବ ନେହେରୁ ସଂଗ୍ରହାଳୟ ନାଁ । ଏ ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ନେହରୁ ସଂଗ୍ରହାଳୟ ନାମକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ରଖାଯିବ । ଯେଉଁଥିରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସାଇତାଯିବ । ଏପ୍ରିଲ ୧୪ ତାରିଖରେ ମ୍ୟୁଜିୟମକୁ!-->…
