ରୋନାଲ୍ଡୋଙ୍କ ନବଜାତ ପୁତ୍ର ସନ୍ତାନର ମୃତ୍ୟୁ
ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ଜାଆଁଳା ପୁତ୍ର ସନ୍ତାନର ପ୍ରସବ ସମୟରେ ମୃତ୍ୟୁ ହୋଇଛି। ଏହି ମାଞ୍ଚେଷ୍ଟର ୟୁନାଇଟେଡ ଷ୍ଟାର ଟ୍ୱିଟ୍ କରି ଏହି ଦୁଃଖଦ ସୂଚନା ଦେଇଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆମ!-->…
