ନ୍ୟୁଜିଲାଣ୍ଡର ୩-୦ କ୍ଲିନସୁଇପ୍
ୱେଲିଂଟନ୍ : ଡେଭନ୍ କନୱେଙ୍କୁ ପ୍ରଥମ ଏବଂ ଅଲରାଉଣ୍ଡର ଡାରିଲ୍ ମିଚେଲ ତୃତୀୟ ଦିନିକିଆ ଶତକ ବଳରେ ଘରୋଇ ନୁ୍ୟଜିଲାଣ୍ଡ ପ୍ରତିପକ୍ଷ ବାଂଲାଦେଶକୁ ୧୬୪ ରନରେ ପରାସ୍ତ କରିଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୩-୦ରେ ପୋଛି ନେଇଛି । ପ୍ରଥମେ ବ୍ୟାଟିଂ କରି ନୁ୍ୟଜିଲାଣ୍ଡ!-->…