Odia News Portal
Browsing Tag

nigeria

ତେଲ ରିଫାଇନାରୀରେ ବିସ୍ଫୋରଣ, ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା

ନାଇଜେରିଆରେ ଏକ ତେଲ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲେକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଗତ ଶନିବାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଶତାଧିକ ଲୋକ