Odia News Portal
Browsing Tag

Niranjan patnaik

ବିଜେପିକୁ ପିସିସି ସଭାପତିଙ୍କ ଟାର୍ଗେଟ

କେନ୍ଦୁଝର: ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଏନେଇ ନିରଞ୍ଜନ ଟୁଇଟ ମଧ୍ୟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଥିବା ପିସିସି ସଭାପତି…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ

ଭୁବନେଶ୍ବର: ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଡଦ୍ୟମ ହୋଇଥିବା ଜଣାପଡ଼ିଛି। ନିରଞ୍ଜନଙ୍କ ଗାଡ଼ି ଅଟକାଇ ୪ ଦୁର୍ବୃତ୍ତ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କେନ୍ଦୁଝରର କାଶୀପୁରରେ ଏହି ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଏନେଇ ନିରଞ୍ଜନଙ୍କ ପିଏସଓ ଓ ଡ୍ରାଇଭର ଟାଉନ୍‌…

ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ  ଶୁଣିନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ  ଏକପ୍ରେସ ବାର୍ତା ମାଧ୍ୟମରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ…

ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି

ଭୁବନେଶ୍ୱର() ବିଶ୍ୱ ମହାମାରୀ କରୋନା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ସେ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଗତକାଲି…

ସରକାରଙ୍କୁ ନିବେଦନ ଓଡିଆ ଗରିବମାନଙ୍କୁ ବଂଚାନ୍ତୁ

ଭୁବନେଶ୍ୱର() ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ…