Odia News Portal
Browsing Tag

nirbhaya case

ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶି

ନୂଆଦିଲ୍ଲୀ () ମାର୍ଚ୍ଚ ୩ ତାରିଖରେ ଫାଶି ପାଇବେ ୪ନିର୍ଭୟା ଦୋଷୀ । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶିରେ ଝୁଲିବେ ୪ ସୈଇତାନ । ଫାଶି ଦେବା ନେଇ ଡେଥ ୱାରେଣ୍ଟ ଜାରିକଲେ ପଟିଆଲା କୋର୍ଟ ।ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇଟି ଫାଶୀ ତାରିଖ ସ୍ଥିର କରିଥିଲେ। ହେଲେ ଦୋଷୀମାନେ ଆଇନର ଗଳାବାଟ…

ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ୭ ଦିନର ମହଲତ ଦେଲେ ଦିଲ୍ଲୀ ହାଇକୋର୍ଟ ।ଏହା ସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୪ ଦୋଷୀଙ୍କୁ ଅଲଗା ଅଲଗା ନୁହେଁ ବରଂ ଏକ ସଙ୍ଗରେ ପାଶୀ ଦେବାକୁ କୋର୍ଟ କହିଛନ୍ତି । ତେବେ ବାରମ୍ବାର ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଫାଶୀ ଦଂଡାଦେଶକୁ ଘୁଂଚାଉଥିବାରୁ…

ପୁଣି ନିର୍ଭୟା ଦୋଷୀ ଫାଶି ଘୁଞ୍ଚିଲା

ନୂଆଦିଲ୍ଲୀ()  ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ ।ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେନି ନିର୍ଭୟା ଗଣଦୁଷ୍କର୍ମକାରୀ । ନିର୍ଭୟା ପକ୍ଷରୁ ଲଢୁଥିବା ଓକିଲ ଯୁକ୍ତି ବାଢିଛନ୍ତି,…

ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ।୫ ଜଣିଆ ଖଣ୍ଡପୀଠ ଅକ୍ଷୟର ଆବେଦନକୁ ଖାରଜ କରି ଦେଇଛନ୍ତି । ଜଷ୍ଟିସ୍ ଏନ୍ଭି ରମଣ, ଅରୁଣ ମିଶ୍ର, ରୋହିନଟନ ନରିମ୍ୟାନ , ଆର୍ ଭାନୁମତି , ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ପିଟିସନ୍ର ଶୁଣାଣୀ କରିଥିଲେ ।…

ଫାଶୀ ପୂର୍ବରୁ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ () ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିବା ନିମନ୍ତେ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ତିହାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ସମସ୍ତଙ୍କ ନଜର ଏବେ ଫେବୃଆରୀ ପହିଲା ଉପରେ ଅଛି । ତେବେ…

ନିର୍ଭୟା ଦୋଷୀଙ୍କ ଶେଷ ଇଚ୍ଛା

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ଜାଣିବାକୁ ପ୍ରଶାସନ ନୋଟିସ କରିଛି। ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ନିୟମ ଅନୁସାରେ ଅପରାଧୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ରହିଛି…

ଆଉ ଘୁଂଚିବନି ଫାଶୀ ତାରିଖ !

ନୁଆଦିଲ୍ଳୀ() ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସରକାର କହିଛନ୍ତି ଯେ ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ୭ ଦିନ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲାଯାଉ । ଗୃହ ମନ୍ତ୍ରଣାଳୟର ଯାଚିକା…

ପବନ ପିଟିସନ ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ ହୋଇଛି । ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ ସୁପି୍ରମକୋର୍ଟ । ଆବେଦନରେ କିଛି ନୂଆ ତଥ୍ୟ ନଥିବା କହିଲେ ସୁପି୍ରମକୋର୍ଟ । ଘଟଣା ମସୟରେ ନାବାଳକ ଥିବା ଆବେଦନରେ କହିଥିଲା ପବନ । ତାଙ୍କୁ ନାବାଳକ ଭାବେ ବିଚାର ପାଇଁ ଆବେଦନ କରିଥିଲା ।…

୨୦ରେ ଦୋଷୀ ପବନର ଶୁଣାଣି

ନୂଆଦିଲ୍ଲୀ()  ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା ସମୟରେ ଅର୍ଥାତ୍…

ଫେବୃୟାରୀ ୧ରେ ଫାଶି ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କ ଫାଶି ଲାଗି ସାନି ତାରିଖ ଧାର୍ଯ୍ୟ ହୋଇଛି । ଫେବୃୟାରୀ ୧ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ । ଏଥିଲାଗି ପୁନଃ ଡେଥ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ । ଆଜି ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ପରେ ଡେଥ ୱାରେଣ୍ଟ ଜାରି…