Odia News Portal
Browsing Tag

nirbhaya case

‘ନିର୍ଭୟା’ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ଥିଲା ଜାଣନ୍ତୁ …

ନୂଆଦିଲ୍ଲୀ() ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଫାଶୀ ଦିଆଯାଇଛି। ପୂର୍ବରୁ ତିନି ଥର ସେ ଫାଶୀକୁ ରୋକିବାରେ ସଫଳ ହୋଇଥିଲେ ହେଁ, ଏଥର ଆଉ ପାରି ନଥିଲେ। ତାଙ୍କ ଆବେଦନର ଶୁଣାଣି କରିବାକୁ…

ଫାଶୀ ଖୁଣ୍ଟରେ ଝୁଲିଲେ ୪ ନରପିଶାଚ

ନୂଆଦିଲ୍ଲୀ() ନ୍ୟାୟ ପାଇଲା ନିର୍ଭୟା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ମୃତ୍ୟୁର କୋଳକୁ ଠେଲିଦେଇଛି । ମିରଟରୁ ଆସିଥିବା ଜହ୍ଲାଦ ପବନ ମଣିଷରୂପୀ ୪…

୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜଲ୍ହାଦକୁ ମିଳିବ ଏତିକ ଟଙ୍କା

ନୂଆଦିଲ୍ଲୀ() ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବାର । ସକାଳ ୫.୩୦ରେ ଏହି ଫାଶି ଦିଆଯିବ । ଏହି ଫାଶୀ ତିହାର ଜେଲରେ ଦିଆଯିବ। ଏ ସମ୍ପର୍କରେ ଜେଲ ପ୍ରଶାସନ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଦିନ ତିହାର ଜେଲକୁ ମେରଠରୁ ପୱନ…

ଶେଷ ଚାଲ ଫେଲ, କାଲି ଫାଶି

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀ ମୁକେଶ ସିଂର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସୂଚନା ଅନୁସାରେ , ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ…

ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାଖଲ କରି ଘଟଣା ସମୟରେ ନାବାଳକ ଥିବାର ଦଲିଲ୍ ଦେଇଥିଲା ପବନ ।…

ICJର ଦ୍ୱାରସ୍ତ ହେଲେ ନିର୍ଭୟା ୩ ଦୋଷୀ

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀଙ୍କ ଆଉ ଏକ ଚାଲ । ନିର୍ଭୟା ୩ ଦୋଷୀ ଅକ୍ଷୟ, ପବନ, ବିନୟ  ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେର ଦ୍ୱାରସ୍ତ ହୋଇଛନ୍ତି ଏହି ୩ ଦୋଷୀ । ସୂଚନା ଅନୁସାରେ, ସମସ୍ତ ୪ ଦୋଷୀଙ୍କୁ ୨୦ ତାରିଖ ସକାଳ ୫ରେ  …

ନିର୍ଭୟା ଦୋଷୀଙ୍କୁ ୨୦ରେ ଫାଶୀ

ନୂଆଦିଲ୍ଲୀ() ନିର୍ଭୟା ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ନୂଆ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ପଟିଆଲା ହାଉସ କୋର୍ଟ ପକ୍ଷରୁ ଗୁରୁବାର ଦୋଷୀଙ୍କ ଫାଶୀ ଲାଗି ଚତୁର୍ଥ ଥର ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି…

ପୁଣି ଘୁଂଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କୁ କାଲି ହେବନି ଫାଶି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦିଆଯିବନି ଫାଶି । ଡେଥ ୱାରେଣ୍ଟ ଉପରେ ପଟିଆଲା ହାଉସ କୋର୍ଟ ରୋକ ଲଗାଇଛନ୍ତି । ୩ୟ ଥର ପାଇଁ ଡେଥ ୱାରେଣ୍ଟ ଉପରେ ରୋକ ଲଗାଇଲେ କୋର୍ଟ । କାଲି ସକାରେ ୪ ଜଣଙ୍କୁ ଫାଶି ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା…

ନିର୍ଭୟା ଦୋଷୀ ଅକ୍ଷୟ ପୁଣି କଲା ରାଜକ୍ଷମା ପାଇଁ ଆବେଦନ

ନୂଆଦିଲ୍ଲୀ () ପୁଣିଥରେ ଆଜି ରାଜକ୍ଷମା ପାଇଁ ଆବେଦନ କରିଛି ନିର୍ଭୟା ଦୋଷୀ ଅକ୍ଷୟ । ପ୍ରଥମ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ପୁନଃ ଆବେଦନ କରିଛି । ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ…

ନିର୍ଭୟା ଦୋଷୀଙ୍କ ଶେଷ ଇଛା

ନୂଆଦିଲ୍ଲୀ()  ଫାଶୀ ପୂର୍ବରୁ ୪ ଦୋଷୀ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ କେଉଁ ତାରିଖରେ ଦୋଷୀ ମାନେ ପରିବାର ସଦସ୍ୟଙ୍କୁ ଭେଟିବେ ସେ ନେଇ ତାରିଖ ଠିକ କରିବାକୁ ଜେଲ କର୍ତ୍ତୃପକ୍ଷ କହିଛନ୍ତି ।ମାର୍ଚ୍ଚ ୩ ତାରିଖ ସକାଳ ୬ ଟା ବେଳେ ଏହି ୪…