Odia News Portal
Browsing Tag

NMA Bylaws

ବାଇ-ଲ ବିନା ଐତିହ୍ୟ ବିକାଶ ଅଧୁରା….

ଭୁବନେଶ୍ୱର: ନିଜ ମତରେ ଅଟଳ ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଟ୍ୱିଟକରି ଅପରାଜିତା ଲେଖିଛନ୍ତି, ଐତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ୍ । କିନ୍ତୁ ବାଇ-ଲକୁ ଏଡାଇ ଏଭଳି ବିକାଶ ହେବା ଉଚିତ ନୁହେଁ । ୧୯୫୮ ଆମସର ଆକ୍ଟ ସବୁ ଆଇନର ଉର୍ଦ୍ଧ୍ବରେ । ତେଣୁ ରାଜ୍ୟ ସରକାର କୌଣସି ବିକାଶମୂଳକ କାମ…

ଅପରାଜିତାଙ୍କୁ ଆଇନା ଦେଖାଇଲେ ମାନସ ମଙ୍ଗରାଜ

ବାଇ-ଲ ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ…

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ସାଂସଦ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ନିଖୋଜ ପୋଷ୍ଟର ମୁଁ ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବା ବନ୍ଧୁମାନଙ୍କୁ ମୋର ଧନ୍ୟବାଦ। ସଂସଦ ଚାଲିଥିବାରୁ…

ବାଇ ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ବାଇ ଲ' ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି | ନ୍ୟାସନାଲ ମନୁମେଣ୍ଟ ଅଥରିଟି ପ୍ରସ୍ତୁତ ବାଇ ଲ' ପ୍ରତ୍ୟାହାର ଲାଗି ଚିଠି ଲେଖିଲେ ରାଜ୍ୟ ସରକାର | ସଂସ୍କୃତି ମନ୍ତ୍ରାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚିଠି ଲେଖିଛନ୍ତି | …

ବାଇ-ଲ’ ପ୍ରତ୍ୟାହାର କରୁ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା କୌଣସି…

ଏନଏମଏକୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ଚିଠି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ବାଇ ଲ’ ପ୍ରତ୍ୟାହାର ଦାବି ଜୋରଧରିଛି |ମନ୍ଦିର ସମ୍ପର୍କିତ ଏନଏମଏ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଚେୟାର ମ୍ୟାନଙ୍କ ବିନା ପରାମର୍ଶରେ ଏଭଳି ନିଷ୍ପତ୍ତି ନ ନେବାକୁ ଚିଠିରେ ଉଲ୍ଲେଖ…

ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ

ପୁରୀ: ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ | ଶ୍ରୀ ଜଗନ୍ନାଥ ମନ୍ଦିରରେ ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା…

ମହାପ୍ରଭୁଙ୍କ କାମ କେହି ଅଟକାଇ ପାରିବେନି: ନବୀନ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରିଥିଲେ । ପ୍ରଥମେ ତଳବଣିଆ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । କରୋନା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି | …