ନୂଆ ବର୍ଷକୁ ନଜରରେ ରଖି ଲାଗିଲା କଟକଣା
ବଡଦିନ ଓ ନୂଆବର୍ଷ ଭିଡକୁ ନଜରରେ ରଖି ଲାଗିଲା କଟକଣା ।ବଡଦିନ , ନୂଆବର୍ଷ ପାଇଁ ଜଗତସିଂହପୁରରେ ଲାଗିଲା କଟକଣା । ୫ଦିନ ମନ୍ଦିର, ମସଜିଦ୍ , ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନମାନଙ୍କରେ ସର୍ବସାଧାରଣ ସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । ନୂଆବର୍ଷରେ ପ୍ରସିଦ୍ଧ ମା ଶାରଳାଙ୍କ ମନ୍ଦିର ସମେତ!-->…