Odia News Portal
Browsing Tag

nomination paper for election

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ପାର୍ଥୀପତ୍ର ଦାଖଲ ପକ୍ରିୟା

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପାର୍ଥୀପତ୍ର ଦାଖଲ । ୨୧ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏଥର ମୋଟ ୨କୋଟି ୮୯ଲକ୍ଷ ୩୫ହଜାର ୫୨୦ଭୋଟର ଅଛନ୍ତି ।…