Odia News Portal
Browsing Tag

non veg

ଆମିଷ ବଜାରରେ ଜମୁଛି ଭିଡ଼

ଭୁବନେଶ୍ୱର: ସରିଛି ଧର୍ମ କର୍ମର ମାସ କାର୍ତ୍ତିକ ମାସ । ଆଜି ହେଉଛି ଛାଡ଼ଖାଇ । ମାସକ ପରେ ଆମିଷ ଖାଇବେ ଲୋକେ । ଆଜି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର ଭିଡ଼ ରହିଛି। ଛାଡ଼ଖାଇ ପାଇଁ ଆମିଷ ଦୋକାନରେ ବିଭିନ୍ନ ପ୍ରକାରର ଆମିଷ ରଖିଛନ୍ତି ବ୍ୟବସାୟୀ । ମାଛ, ମାଂସ,